STORYMIRROR

Eli Mohanty

Inspirational Romance

3  

Eli Mohanty

Inspirational Romance

ଯୋଗୀର ଗୀତ

ଯୋଗୀର ଗୀତ

1 min
13.3K


ଯୋଗୀର ଗୀତ ଇ

ତା ଛଦ୍ମବେଶ.....

ସେତିକି ବୁଝିନୁ ଈଶ୍ୱରୀ !

ଶବ୍ଦରେ ଆକାର ତାର

ଶବ୍ଦରେ ସଂଚାର.

ଶବ୍ଦ ବି ତା ଯୋାଗୀପଣ ର ଉତ୍ତରିତ ଅହଂକାର...

ଅନ୍ତରରୁ ଅନ୍ତରୀକ୍ଷ ସେ ମାଗୁଛି ମେଲାଣି

ଶବ୍ଦରେ ଗଢୁଛି ପୁଣି ପ୍ରିୟତମାର

ବକ୍ଷ ଜାନୁ ପାଦ.......

ଅବଶିଷ୍ଟ ସର୍ବନାଶର ତୀର୍ଯ୍ୟକ ଚାହାଣୀ....

ଆଉ କେତେ ପ୍ରେମରେ ଗଢିହେବୁ ତୁ ଶୂନ୍ୟମୟୀ

ସେତିକି ସ୍ୱୀକୃତି ପରେ

ଯୋଗୀ କଣ ଆଉ ଯୋଗୀ ହେଇ ରହେ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational