STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ଗୋଲାପ ଯେବେ ଫୁଟେ -ରୀତା

ଗୋଲାପ ଯେବେ ଫୁଟେ -ରୀତା

1 min
169

ଗୋଲାପ ଯେବେ ଫୁଟେ

ସାରା ବଗିଚାଟା ମହକିତ ହେଇଯାଏ

ସବୁଠୁ ଉନ୍ମlଦିତ ହୁଏ ମୋ ମନ

ମନ କୁହେ ସେଇ ଲାଲ ଗୋଲାପରୁ 

ଗୋଟେ ତୋଳି ମୋ ପ୍ରିୟାକୁ ପ୍ରୀତି ଉପହାର 

ଦେବାକୁ ।

ହେଲେ ବଢିଥିବା ହାତକୁ ମୁଁ ପୁଣି ଫେରେଇନିଏ

ପ୍ରଜାପତିଙ୍କ ମନଖୋଲା ହସ ଦେଖି

ଗୋଲାପ ତୋଳିଲେ ମୋ ହାତ ରେ 

ତା ହାତର କଣ୍ଟା ହୁଏ ଫୋଡି

ସେ ହୁଏତ ମୋ ସହ ଯିବା ପାଇଁ

ମନ ଭିତରୁ ରାଜି ନଥାଏ।

ମୁଁ କେଜାଣି କାହିଁକି ଆଜିଯାଏଁ

ତା ମନ କଥା ପଢିପାରେନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational