Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Drama Action

3  

Sunanda Mohanty

Abstract Drama Action

ଯାତ୍ରା

ଯାତ୍ରା

1 min
190



ଖୋଲା ଆକାଶ ତଳେ ରଙ୍ଗମଞ୍ଚ

ଅଭିନୟ ବାସ୍ତବତା ଯାତ

ପୋଷାକ ସଂସ୍କୃତି ସମ୍ପନ୍ନ ପରିଚ୍ଛନ୍ନ l

ଯେଣୁ ଭରେ ଜୀବନ ପାତ୍ର

କଳା କୌଶଳ କଳଙ୍କହୀନ ବାସ୍ତବ

ଅନିଦ୍ରା ରହି ରାତ୍ର ରାତ୍ର

ଖୋଲା ପେଣ୍ଡାଲ ସଂଳାପ କହିବାରେ

ଲାଗେ ଜୀବନ୍ତ ଚରିତ୍ର l

ବାସ୍ତବବାଦୀ ଅଭିନୟ ଜନତା ସ୍ତବ୍ଧ

ଫୁଟାନ୍ତି କଳାକାର ସଚିତ୍ର

ନାୟକ, ନାୟିକା ଅବା ଖଳନାୟକ

ଜିବନ ଜଲଛବି ଚିତ୍ର l

ଦୁଃସାହସ ପରିପକ୍ଵତ ଜଞ୍ଜାଳ ପରିଧିର

ଉଚ୍ଛସ୍ଵିତ ଗୋଲାକାର ବୃତ୍ତ

ପରିବାର ଛାଡି ଯୁଗ ଯୁଗ ଧରି ମୁହଁରେ

ରଙ୍ଗର ଚିତ୍ର ବିଚିତ୍ର l

ଭଲ ମନ୍ଦ ଅଭିନୟ ସମ୍ମୁଖ ଭାଗେ କରି

ଜଗାଇ କଳାର ସ୍ରୋତ

କଳାକାର କଳା କୌଶଳରେ ତାର ନିଜେ

ଅପରେ କରେ ବିମୋହିତ

କିଛି ସମୟ ମନୋରଞ୍ଜନ ଖୋରାକ ଯୋଗାଇ

କଳାର ପୂଜାରୀ ହୁଏ ସମାଦୃତ l


Rate this content
Log in

Similar oriya poem from Abstract