STORYMIRROR

pawan Mohakul

Inspirational

3  

pawan Mohakul

Inspirational

ଯାହା ଜାଣିଛ

ଯାହା ଜାଣିଛ

1 min
367

କଣ ବା କହିବି କଣ ବା ନକହିବି

ତୁମେ ଯାହା ଜାଣିଛ ତାହା ହିଁ କହିବି


ପ୍ରତିଦିନ ତୁମ ବାପା ମାଆଙ୍କୁ ଭୂମିଷ୍ଟ ପ୍ରଣାମ କରିବ

ଗୁରୁ ଗୁରୁଜନ ଯେତେ ରହିଛନ୍ତି ସଭିଙ୍କୁ ସମ୍ମାନ କରିବ


ତୁମଠାରୁ ସାନ ଯେତେ ରହିଛନ୍ତି ସ୍ନେହ ମମତାରେ ବାନ୍ଧିବ

ଦୁଃଖି ରଙ୍କି ଦିନ ଗରିବ ମାନଙ୍କୁ ଘୃଣା ଚକ୍ଷୁରେ ନ ଦେଖିବ 


ମାନବ ସେବା ହିଁ ମାଧବ ସେବା ଏ କଥାକୁ ମନେ ରଖିବ

ମାନବ ସେବା ରେ ମନ ଲଗାଇଲେ ସୁନ୍ଦର ଜୀବନ ପାଇବ


କୁ-ପଥ କୁ ଛାଡ଼ି ସୁ -ପଥରେ ଯାଇ ନିଜର ଜୀବନ ଗଢ଼ିବ

ଏତିକି ଟିକିଏ ଯଦି କରି ପାର ଜନମଟା ଧନ୍ୟ ହୋଇବ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational