STORYMIRROR

Raja Sekhar CH V

Abstract Inspirational Children

3  

Raja Sekhar CH V

Abstract Inspirational Children

ଯାଦବେନ୍ଦ୍ର

ଯାଦବେନ୍ଦ୍ର

1 min
266


ତୁମେ ରାଧିକାଙ୍କ ହେତୁ ବଂଶୀଧର ବେଣୁମାଧବ,

ତୁମେ ରାଣୀ ରୁକ୍ମିଣଙ୍କ ହେତୁ ନିକୁଞ୍ଜ ନୀଳମାଧବ,

ତୁମେ ସତୀ ସତ୍ୟଭାମାଙ୍କର ବରଦ ବାସୁଦେବ,

ତୁମେ ଉପାସିକା ମୀରାଙ୍କର ମୋହନୀୟ ମାଧବ |୧|


ଗୋପିକାଙ୍କୁ ପ୍ରୀତିକର ତୁମ ମୁରଲୀର ରବ,

ତୁମେ ସ୍ୱୟଂ ଗୀତାଜ୍ଞାନର ବିଖ୍ୟାତ ବିଭବ,

ତୁମ ନାମସ୍ମରଣ ସଦା ଦିଏ ଅଭିନବ ଅନୁଭବ,

ହେ ଯାଦବେଂଦ୍ର ! ଜନମାନସରେ ସଦା ତୁମେ ସଜୀବ ।।


Rate this content
Log in

Similar oriya poem from Abstract