Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Inspirational

3  

Santosh Pattnayak

Inspirational

ଉଠରେ ପୁତା ତୁ ଝଅଟ ଉଠ

ଉଠରେ ପୁତା ତୁ ଝଅଟ ଉଠ

1 min
205


ଉଠରେ ପୁତା ତୁ ଝଅଟ ଉଠ

ବୀରଦର୍ପେ ଚଳ ନକରି ମଠ ।

ତୁ'ଉଠି ବେଗେ ଅନ୍ୟକୁ ଉଠା

ଦେଖୁ ଏ ଜଗତ ଆମରି ଶ୍ବାର୍ଦ୍ଧା ।

ଜନନୀ ଆହ୍ବାନେ ଜାଗ ବୀରଗଣ 

ବଜ୍ରାଘାତ ସମ ଚଲାଅ କମାଣ ।

ତୀକ୍ଷ୍ନ ତୀର ସମ ଗର୍ଜିଉଠୁ ତୋପ 

ସ୍ନାହାନ କରତୁ ଶତ୍ରୁ ଶୋଣିତ ।

ବୀରଦର୍ପେ ମାଡି କର ତୁ' ଯୁଦ୍ଧ

ଶତ୍ରୁ ଆନନ କର ତୁହି ଛେଦ ।

ଜନନୀ ଜପୁଛି ବିଜୟ ମନ୍ତ୍ର

ଉଠାଅ ଖଡ୍ଗ ଚଲାଅ ଅସ୍ତ୍ର ।

ଆସ ଆସ ସର୍ବେ ହୁଅ ଏକତ୍ରିତ

ବେଳହୁଁ ଦେଖାଅ ନିଜ କତୃତ୍ବ ।

ହାତେ ଧର ତୁହି ବନ୍ଧୁକ କମାଣ

ଦେଶ ଲାଗି କର ଶକ୍ତି ଅନ୍ବେଷଣ ।

ଜନନୀ ଆଦେଶେ ବଧ ଏ ଶଠ

ଉଠରେ ପୁତା ତୁ ଝଅଟ ଉଠ ।


Rate this content
Log in

Similar oriya poem from Inspirational