STORYMIRROR

Akshayakumar Dash

Action

3  

Akshayakumar Dash

Action

ଉତ୍କଳ

ଉତ୍କଳ

1 min
11.7K

ନଦୀ ମାନଙ୍କ ଧାରା

ସାଗର ଛୁଇଁ ବାରେ 

ପର୍ବତ ପାହାଡ଼ ଭରା

ଜଙ୍ଗଲ ରଚନାରେ l


ମାଟିମା ସୁଜଲା ସୁଫଳ

ଶସ୍ୟ ଶ୍ୟାମଲା ବିଲ ବନ ପ୍ରାନ୍ତ

ସଙ୍ଗୀତ ତାଳେ ତାଳେ

ନଡିଆ,ତାଳ ,ଆମ୍ବ ପଣସ

ବଞ୍ଚଇ ବଳେ ବଳେ l


ବାରମାସ ତେର ଯାତ୍ରା

ଜୀବନ ଏଠି ବଇଁଶୀ ତାନରେ

ତୃପ୍ତି ଜଗାଇ ମହାପ୍ରସାଦ ରେ

ଦିନେ କୋଣାର୍କର ଶିଳ୍ପୀସାରା

ପଥର କୁ କରି ଜୀବନ୍ତ ମଣିଷ

ପ୍ରେମ ସତ୍ୟ ମୟ

ପୃଥିବୀ ପ୍ରସିଦ୍ଧ ପୁରୀ

କାଳିଆ ନଜର ରହିଛି ଯେଉଁଠି

ଉତ୍କଳ ର ଗାଏ ଯଶ



Rate this content
Log in

Similar oriya poem from Action