Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahil Kumar Das

Inspirational

3  

Sahil Kumar Das

Inspirational

ଉତ୍କଳ ମାତା

ଉତ୍କଳ ମାତା

1 min
195


ନୀଳାମ୍ବରେ ଯା'ର ଶୁଭ୍ର କଣିକା

ନୀଳ ଉର୍ମି ଯା'ର ଚରଣ ଧୌତ୍ୟା

ସୁଜଳା ସୁଫଳା ବିଳାସ ପ୍ରକୃତା

ଏ ଲକ୍ଷଣ ଯା'ର ସେ ଉତ୍କଳ ମାତା ।

ମାତାର ଚରଣେ ପ୍ରଣତି ଢାଳେ

ଉତ୍କଳ ଦିବସେ ଆଶିଷ ଲୋଡ଼େ

ଅକିଞ୍ଚନ ପୁତ୍ର ଛାର ଶଵଦେ

ଉତ୍କଳ ମାତାର ଚରଣ ବନ୍ଦେ ।

କ୍ଷମିବୁ ମାତା ପୁତ୍ରର କୃତ୍ୟ

ଯଦ୍ୟପି ହୁଏ ବନ୍ଦନେ ଦୋହ ।



Rate this content
Log in

Similar oriya poem from Inspirational