STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ଉପରବାଲା

ଉପରବାଲା

1 min
337

ସଫଳତା ର ଶ୍ରେୟ ସମେସ୍ତେ ନିଅନ୍ତି,

ବିଫଳତା ଉପଲବ୍ଧିମୟ

ସୁଖରେ ସମେସ୍ତେ ସାଥିଟିଏ ଏଠି,

ଦୁଃଖରେ ମୋ ନିଜ ବିଜୟ

ମନେ ହୁଏ ଆଜି ଥରେ ସ୍ନାନ ମୁଁ କରନ୍ତି ଗଙ୍ଗା ରେ,

କରିବାକୁ ପାପ କ୍ଷୟ

ତମରି ଭାବରେ,

ତମରି ଭିତରେ ଜିଣିବାକୁ ଏଇ ଦୁନିଆ ରଖି ଲୟ

ଏଇଠି ସେଇଠି ସବୁଠି ଦେଖେ ମୁଁ ତମେମୟ,

ପାଖେ ପାଖେ ମୋର ଥିବ ଯଦି ପ୍ରଭୁ ହେ

ଏମିତି ହେବ ଚମତ୍କାର ସବୁ ଆଧ୍ୟାତ୍ମିକମୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract