STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

"ଉଇଁଲା ପୁନେଇଁ ଜହ୍ନ"

"ଉଇଁଲା ପୁନେଇଁ ଜହ୍ନ"

1 min
219

ଉଇଁଲା ପୁନେଇଁ ଜହ୍ନ

ଯେବେଠାରୁ ତୋତେ

ବିକିଲି ମନ

ବିକିଲି ମନ ଲୋ,

ସରିଗଲା ହାତୁ ଧନ

ଧନଗଲା ଦୁଃଖ ନାହିଁ

ମନ କଥା ଯାହା

ବୁଝିଲୁ ନାହିଁ

ବୁଝିଲୁ ନାହିଁ ଲୋ,

ଝୁରିମରେ ତୋହ ପାଇଁ

ମରିଗଲେ ସରିଥାନ୍ତା

ତୋ' ପାଇଁ ଭୁଲିଲି

ଘର ସଂସାର

ଘର ସଂସାର ଲୋ

ହେବାକୁ ଏତେ ହୀନସ୍ତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract