STORYMIRROR

Srinibas Mahalik

Inspirational Abstract

5.0  

Srinibas Mahalik

Inspirational Abstract

ଉଡାଜାହାଜ

ଉଡାଜାହାଜ

1 min
13.3K


 ଉଡାଜାହାଜର ଫାଷ୍ଟ୍ ଉଦ୍ଭାବକ

  ଥିଲେ ଆମ ଭାରତୀୟ

 ସେ ହେଉଛନ୍ତି ଶିବକର୍ ବାପୁଜୀ

  ତଲପଡେ ମହାଶୟ ।।

 ସମଝୋତା କରିି ବିଦେଶ କମ୍ପାନି

  କଲା ତାଙ୍କ ସହ ଧୋକା

 ଉଡାଜାହାଜର ଡିଜାଇନ୍ ନେଇ

  ଚାଲିଗଲା ଆମେରିକା ।।

 ଡ୍ରଇଁଂ ଡିଜାଇନ୍ ପହଞ୍ଚିଲା ଯାଇ

  ରାଇଟ୍ ବ୍ରଦର୍ସଙ୍କ ହାତେ

 ଡିଜାଇନ୍ ଦେଖି ଆଠ ବର୍ଷ ପରେ

  କଲେ ଦୁହେଁ ନୂଆ ଗୋଟେ ।।

 ଧୋକା କରି ସିଏ ଶିବକର୍ ନାମକୁ

  ଦେଇ ମାଟି ତଳେ ପୋତି

 ଉଦ୍ଭାବକ ଭାବେ ସାରା ଜଗତରେ

  ରାଇଟ୍ ହୋଇଲେ ଖ୍ୟାତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational