STORYMIRROR

arun sahoo

Fantasy

3  

arun sahoo

Fantasy

ତୁମକୁ କେମିତି ବୁଝାଇବି

ତୁମକୁ କେମିତି ବୁଝାଇବି

1 min
305

ଭାଇ! ମୁଁ ତୁମକୁ କେମିତି ବୁଝାଇବି ଭାବି ପାରୁନି।

ଏତେ ମନ କଷ୍ଟ କରନାହିଁ ଭାଇ ।

ହଉ ଭାଇ ଭାଉଜ ତ ସବୁ ଭୂଲକୁ କ୍ଷମା ମାଗି ନେଲେଣି ତାଙ୍କର ଭୁଲକୁ ମାପ୍ କରିଦିଅ ଭାଇ।

ଏଇଟା ମୋର ଅନୁରୋଧ।

ଆଉ ମୋତେ କହିବ ନାହିଁ ଯେ ମୁଁ ବଞ୍ଚିପାରିବି ନାହିଁ ବୋଲି।

ଏତେ ଦିନ କଷ୍ଟ ସହିଲ,ଆଉ ପନ୍ଦର ଦିନ ଦେଖାଯାଉ ପରିସ୍ଥିତି କୁଆଡ଼କୁ ଗତି କରୁଛି।

ହଁ ଭାଇ ମୁଁ ବୁଝି ପାରୁ ଛି ମନର ବେଦନାକୁ ।

ସେସବୁ ଇଶ୍ବରଙ୍କ ଇଛା ଭାବି ସହି ନେବାକୁ ପଡ଼ିବ।

ହଁ ଭାଇ ଶୁଭ ରାତ୍ରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy