ତୁମେ
ତୁମେ
ତୁମେ ବଦଳି ଗଲ ମୁଁ ସେମିତି ଅଛି
ଆସ ଦେଖି ଯିବ କେମିତି ଅଛି
କଥା ଦେଇଥିଲ ପର କରି ବନି
ମନ ଭାଙ୍ଗି ଗଲା ଶୁଣି ପାରିଲନି ।
ହୃଦୟରେ ରଖି ଥିଲି କରିଲ ଛଳନା
ପ୍ରେମ କରି ଥିଲି କଲ ପ୍ରତାରଣା
ନିଜ ଠୁ ଅଧିକା ଥିଲା ବିଶ୍ୱାସ
ବିଶ୍ୱାସ ରେ ଭରି ଦେଲ ତୁମେ ଯେ ବିଷ।।

