STORYMIRROR

Bandita Biswal

Romance

2  

Bandita Biswal

Romance

ତୁମେ

ତୁମେ

1 min
3.2K


ତୁମେ ମୋ ଜୀବନ ତୁମେ ମୋ ସପନ,

ତୁମେ ହିଁ ତ ମୋର ପ୍ରାଣ।

ସବୁବେଳେ ଆସି ହୃଦୟ ମୋର

କରୁଥାଅ ସ୍ପନ୍ଦାୟିତ,

ସତେ କି ତୁମେ ମୋ ସ୍ପନ୍ଦନ!

ଭାବେ ବେଳେ ବେଳେ ଗଢା ହୋଇଅଛ,

ତୁମେ ଖାଲି ମୋ ପାଇଁ।

ଡର ଲାଗେ କାଳେ ଗଲା ପରେ,

ବଞ୍ଚିକି ପାରିବି ମୁଁହିଁ.. ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bandita Biswal

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ସଖା-୩

ସଖା-୩

1 min ପଢ଼ନ୍ତୁ

ସଖା-2

ସଖା-2

1 min ପଢ଼ନ୍ତୁ

ସଖା_1

ସଖା_1

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ମା'

ମା'

1 min ପଢ଼ନ୍ତୁ

Similar oriya poem from Romance