STORYMIRROR

Bandita Biswal

Others

2  

Bandita Biswal

Others

ସଖା-2

ସଖା-2

1 min
380


ହେ ମୋର ସଖା....

ମୋ ଶକ୍ତିର ଆଧାର ତୁମେ,

ମୋ ମାନ ସମ୍ମାନ ତୁମେ।

ମୋ ଜୀବନର ନିଶ୍ବାସ ଓ ବିଶ୍ବାସ ତୁମେ,

ମୋ ସପନର ଆଶା ଓ ଭରସା ତୁମେ।

ତୁମ ବିନା ମୁଁ କିଛି ନାହିଁ,

କାହିଁକି ନା..............

ମୋ ଅସ୍ତିତ୍ବର ପ୍ରମାଣ ହିଁ ତୁମେ......।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bandita Biswal

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ସଖା-୩

ସଖା-୩

1 min ପଢ଼ନ୍ତୁ

ସଖା-2

ସଖା-2

1 min ପଢ଼ନ୍ତୁ

ସଖା_1

ସଖା_1

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ମା'

ମା'

1 min ପଢ଼ନ୍ତୁ