STORYMIRROR

Bandita Biswal

Inspirational

3  

Bandita Biswal

Inspirational

ସ୍ନେହବୋଲା ପଣତ

ସ୍ନେହବୋଲା ପଣତ

1 min
3.0K


ମା'

ଏକ ସୁନ୍ଦର ପ୍ରତିରୂପ କରୁଣାର,

ଏକ ଜୀବନ୍ତ ପ୍ରତିଛବି ମମତାର।

ସ୍ନେହ ର ସ୍ପର୍ଶ ରେ ତାର,

ଅସୁସ୍ଥକୁ କରିଦିଏ ସୁସ୍ଥ।

ତା ସ୍ନେହ ବୋଲା କଥାରେ,

ମୁହଁରେ ଫୁଟି ଆସେ ହସ।

ଉପସ୍ଥିତି କରେ ତାର ଘରକୁ ମନ୍ଦିର,

ସେ ନଥିଲେ ଲାଗେ ସବୁକିଛି ଅନ୍ଧାର।

ଜୀବନର ପ୍ରତିଟି ମୁହୁର୍ତ୍ତରେ ମନରେ ଭରିଦିଏ ସାହସ।,

ସେ ପାଖେଥିଲେ ନ ଥାଏ କିଛି ଆଶା ନ ଥାଏ ଅବଶୋଷ।

ସବୁ ବିପଦରୁ ରକ୍ଷା କରେ ତା ପଣତ କାନିରେ।,

ଦୁନିଆର ସବୁକିଛି ମିଳିଯାଏ ତା ବାହୁ ବନ୍ଧନରେ।

ସେ ନିବିଡ଼ ସମ୍ପର୍କର ନାହିଁ ତ ତୁଳନା,

କେ କରି ପାରିବ ତା ତ୍ୟାଗର କଳନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bandita Biswal

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ସଖା-୩

ସଖା-୩

1 min ପଢ଼ନ୍ତୁ

ସଖା-2

ସଖା-2

1 min ପଢ଼ନ୍ତୁ

ସଖା_1

ସଖା_1

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ମା'

ମା'

1 min ପଢ଼ନ୍ତୁ

Similar oriya poem from Inspirational