STORYMIRROR

Bandita Biswal

Others

3  

Bandita Biswal

Others

ସଖା-୩

ସଖା-୩

1 min
331

ହେ ସଖା

 ଦିଅ ଥରେ ମତେ ଦେଖା ।

ବଖାଣି ଦେବି ମୋ ଆନ୍ତରିକ ଇଚ୍ଛା,

କିଛି କୋହ ଆଉ କିଛି ଅଭିଳାଷ,

ହୃଦୟେ ନ ରଖି ବ୍ୟଥା !


ହେ ସଖା

ଏତିକି ବିନତୀ ରଖିବ ମୋର ।

ପଥଭ୍ରାଷ୍ଟ୍ ହେଲେ ପଥ ଦେଖାଇବ,

ଅସହାୟ ହେଲେ ସହାୟ ହେବ,

ହୃଦୟରେ ମୋର ସବୁବେଳେ ଥିବ,

ଏତିକି ମାେ ଟିକି ଆଶା !

ହେ ସଖା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bandita Biswal

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ସଖା-୩

ସଖା-୩

1 min ପଢ଼ନ୍ତୁ

ସଖା-2

ସଖା-2

1 min ପଢ଼ନ୍ତୁ

ସଖା_1

ସଖା_1

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ମା'

ମା'

1 min ପଢ଼ନ୍ତୁ