Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bandita Biswal

Inspirational

3  

Bandita Biswal

Inspirational

ବନ୍ଧୁ

ବନ୍ଧୁ

1 min
318


ବନ୍ଧୁ ଟିଏ ସିଏ, ବନ୍ଧୁ ଟିଏ

ଛାଇ ପରି ସବୁବେଳେ ଥାଏ ।


ଦୁଃଖ ରୁ ଯେ ଆଣେ ଟାଣି , ସୁଖ କରେ ବୃଷ୍ଟି,

 ଆଖି ଲୁହ ପୋଛି ଦେଇ ଟିକେ ଦିଏ ହସି ।


ଅସହାୟ ହେଲେ ସହାୟ ହୁଏ ,

ଭାଙ୍ଗି ପଡ଼ିଲେ ସାହସ ଦିଏ ।


ଭାଇ ପରି ପାଖେ ପାଖେ ଥାଏ,

ହୃଦୟରୁ ସବୁବେଳେ ଆଶୀର୍ବାଦ ଦିଏ।


ବନ୍ଧୁ ଟିଏ ସିଏ, ବନ୍ଧୁ ଟିଏ

ଛାଇ ପରି ସବୁବେଳେ ଥାଏ ।


Rate this content
Log in

Similar oriya poem from Inspirational