Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagarika Mohanty

Romance

2  

Sagarika Mohanty

Romance

ତୁମେ

ତୁମେ

1 min
274


ନା, ଠିକ୍ କରି କହିପାରିବିନି , ତୁମେ ମୋ ପାଇଁ କ'ଣ !

ମୋର ମାନ , ଅଭିମାନ , ଶଙ୍ଖା ସିନ୍ଦୁର ସବୁକିଛି ।

ଫେରି ଆସୁଛି ଦେଖ , ତୁମ ପାଖକୁ

ସବୁ ଧ୍ବନି ମୋର ପ୍ରତିଧ୍ବନି ହେଇ ।

ଏତେ ବର୍ଷର କୁହା ଅକୁହା ପ୍ରୀତିକୁ ,

ଜାଣେନା ସଂକ୍ଷେପରେ କହିବି କିପରି !

ଶ୍ରୃନ୍ଖଳିତ ପ୍ରେମର ଆସରା ଭିତରେ ,

ହଜି ଯାଇଛ ତୁମେ ମୋର ଖଟା ମିଠା ପ୍ରୀତିର ପଣତ ସାଥିରେ

ସାଜିଯାଇଛ ତୁମେ ମୋର ପ୍ରାଣପ୍ରିୟ ଅଭ୍ୟାସ ଟିଏ ।

ସଖା , ବନ୍ଧୁ , ପ୍ରେମିକ- ବେତେବେଳେ ମା' ଠାରୁ ବି ଅଧିକ ।

ନା , ଠିକ୍ କରି କହିପାରିବିନି , ତୁମେ ମୋ ପାଇ କଣ !


Rate this content
Log in

Similar oriya poem from Romance