Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagarika Mohanty

Others

3  

Sagarika Mohanty

Others

ପ୍ରଶ୍ନ

ପ୍ରଶ୍ନ

1 min
184


ମୋ ଜୀବନର ଦର ଆଉଜା କବାଟରେ ଅତର୍କିତ ଧକ୍କାଟିଏ ଦେଇ ପଶି ଆସିଲା ସେ ପୁଣି ଥରେ ମୋ ହୃଦୟ କୋଠରୀକୁ ।

ମୋ ଆଡ଼କୁ ଚାହିଁ ରହିଥିଲା ସମ୍ପୂର୍ଣ ସମର୍ପିତ ନୟନରେ ,

ମୋ ବଳକା ଜୀବନରେ ରଙ୍ଗ ଭରିବାକୁ ।

ମୁଁ ଦ୍ଵନ୍ଦରେ ଥିଲି ।

କିଛି ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହେଇଗଲି ସାରା ରାତି ।

ତା ସ୍ମୃତିରେ ଚାହିଁ ରହିଥିଲି ମୁକ୍ତ ଆକାଶକୁ ।

ଘୁରି ବୁଲୁଥିଲି ନକ୍ଷତ୍ରରୁ ନକ୍ଷତ୍ର ।

ଭାବୁଥିଲି ,

ସବୁ ନିର୍ଣ୍ଣୟର ପୃଷ୍ଠଭୂମି ଯଦି ତୁ ହେଉ ,

ତେବେ ଉତ୍ତରଦାୟୀ କାହିଁକି ମୁଁ ହୁଏ ?


Rate this content
Log in