STORYMIRROR

Sanjukta Padhi

Romance Tragedy Fantasy

3  

Sanjukta Padhi

Romance Tragedy Fantasy

ତୁମେ

ତୁମେ

1 min
265

ତୁମେ

କାହିଁକି ଆସ ତୁମେ

ମୋ ମାନସ ପଟଳେ

ଅଦିନ ବର୍ଷା ପରି

ମୋ ଗଣ୍ଢେ ପଡ ଝରି

ତୁମ ଆଗମନେ ମୁଁ

ତ ହୁଏ ଆନମନା

ଚେଷ୍ଟା କରେ ଯେତେ

ଧରାପଡେ ବାହାନା

ରାତିକୁ କରେ ଦିନ

ଭାବନାକୁ ସପନ

ସୂର୍ଯ୍ୟ କୁ ସାଥି କରି

ଚାହିଁ ଥାଏ ଗଗନେ

ଅନ୍ତରେ ଜପକରେ

ସର୍ବଦା ତୁମେ ତୁମେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance