STORYMIRROR

Reeta aparajeeta Mohanty

Romance Fantasy

3  

Reeta aparajeeta Mohanty

Romance Fantasy

ତୁମେ -ରୀତା ଅପରାଜିତl ମହାନ୍ତି

ତୁମେ -ରୀତା ଅପରାଜିତl ମହାନ୍ତି

1 min
12.3K

ମୁଁ ତୁମ ପ୍ରତୀକ୍ଷାରେ।

ମନ ଭିତରେ ଖାଲି ତୁମ ଛବି ଉଙ୍କି ମାରୁଛି।

ତୁମେ ପାଦରେ ଖୁଣ୍ଟିଆ ପାଉଁଜି ଲଗେଇ

ହାତ ରେ ମେଞ୍ଚେ କାଚ ଛମ ଛମ କରି

ଡେଇଁବ ମୋ ଘର ଏରୁଣ୍ଡି ।

ଜଳିବ ସଞ୍ଜ ଦୀପ ଆମ ଚଉଁର ମୂଳେ।

ପ୍ରଥମ ରୋଷର ଖକ

ଟିକେ ଲାଜ ଭୟ ନେଇ ମନରେ

କେଜାଣି ସେ ସୁନା ଗୋ କଣ

ସତରେ ମୋ କୋବେ ମୋ ଜୀବନକୁ ଆସିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance