STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ତୁମେ -ରୀତା ଅପରାଜିତା ମହାନ୍ତି

ତୁମେ -ରୀତା ଅପରାଜିତା ମହାନ୍ତି

1 min
162

ସମସ୍ତେ ପଛେ ଯାହା କୁହଁନ୍ତୁ

ମୋର କିଛି ଯାଏ ଆସେ ନାହିଁ

ହେଲେ ତୁମ ମୁହଁ ରୁ ତୁମେ

ଶୁଣିବାକୁ ଲାଗେ ଭାରି ମିଠା

କlନରେ କିଏ ଯେମିତି ସୀତାର ବlଦନ

କଲା ପରି ମନେହୁଏ

ପ୍ରେମିକା ର ସରୁ ଗୋଲାପୀ ଓଠରେ

ତୁମେ ଡାକ ଶୁଣିଲେ

ମୋ ମନର ଶୁଷ୍କ ସାହାରl ମରୁଭୂମିରେ

ବର୍ଷା ସହିତ ଶୀତଳ ସମୀର ଝରିଯାଏ

ତୁମ ଚଳଚଞ୍ଚଳ ଆଖି ସଦା ମତେ ଖୋଜେ

ତୁମେ ମତେ କୁହ କି ନ କୁହ

ତୁମ ଆଖି ସବୁ କଥା ଖୋଲିଦିଏ

ତୁମେ ମତେ ତୁମ ହୃଦୟ ର ଗୋଟେ କୋଣ ରେ

ଜାଗା ଟିଏ ଦେଇଛ

ମୁଁ ବି ତୁମ ମନର ଗୋପାଳ କଥା

ଛୁପି ଛୁପି ପଢ଼ିଦେଇଛି


Rate this content
Log in

Similar oriya poem from Abstract