STORYMIRROR

Rama chandra Pradhan

Romance

3  

Rama chandra Pradhan

Romance

ତୁମେ ମୋ

ତୁମେ ମୋ

1 min
264

 ତୁମେ ମୋ 

ଭାବ ଶାମୁକାର ମୁକ୍ତା 

ଯାହାକୁ ମୁଁ ନିତି ଭାବୁ ଥାଏ.. 

ତୁମେ ମୋ 

ମନ ସରସୀର ପଦ୍ମ 

ଯାହାକୁ ମୁଁ ନିତି ତୋଳୁ ଥାଏ... 

ତୁମେ ମୋ 

ପ୍ରେମ ଆକାଶର ଜହ୍ନ 

ଯାହାକୁ ମୁଁ ନିତି ଡାକୁ ଥାଏ... 

ତୁମେ ମୋ 

ସ୍ବପ୍ନ ବଗିଚାର କୁସୁମ 

ଯାହାକୁ ମୁଁ ନିତି ଚାଁହୁ ଥାଏ... 

ତୁମେ ମୋ 

ସତ କାହାଣୀର ଛବି 

ଯାହାକୁ ମୁଁ ନିତି ଛୁଉଁ ଥାଏ... 


Rate this content
Log in

Similar oriya poem from Romance