ତୁମେ କଣ,,,,,,,,,,,,,,,,,
ତୁମେ କଣ,,,,,,,,,,,,,,,,,
ତୁମେ କଣ ଜଣେ
ଅଭିଶପ୍ତା ସଦା ତମ
ଜୀବନରେ ଝଡ
ସହି ଯାଅ ଜୀବନ ବ୍ୟଥା
ସ୍ୱୟଂ ପରମ ଵ୍ରହ୍ମ ଗଢି
ଛାଡି ଛନ୍ତି ଏ ଦୁନିଆକୁ
କରମ ଦେଇ ତାଙ୍କରି
କଥା କି ହୋଇବ ଅନ୍ୟଥା
ପ୍ରତି ଝଡ ପାଇଁ ସେ ହିଁ
ରହିବେ ସଦା ଭରସା
ଅବଶ ହୋଇ ହୋଇ
ଆଉ ରୁହନା ଚାଲି
ଯାଅ ଆଗକୁ ମାଡି
କାଳେ ମିଳିଯିବ
ଜୀବନ ପଥେ ଵଞ୍ଚିବାର
ରାହା
ଏଇତ ଦୁନିଆ