STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ତୁମେ କାହିଁକି ଆସହେ ମୃତ୍ୟୁ

ତୁମେ କାହିଁକି ଆସହେ ମୃତ୍ୟୁ

1 min
244


ଜୀବନଟା ଅଟେ ସ୍ଵୟଂ

ବ୍ରହ୍ମଙ୍କ ଆଶୀର୍ବାଦ ଉନ୍ମାଦନା

ବେଦନାର ସମାରୋହ 

ଜନ୍ମମୃତ୍ଯୁର ଖେଳଘର

ବିଧି ସ୍ଵଂରଚିତ ରଙ୍ଗ ମଞ

ଉନ୍ମାଦିତ କଷଟି ପଥର

ସୁଖ ଦୁଃଖ ଅଟଇ ଦୁଆର

ବନ୍ଧ ତାହାର ଏ ଉତ୍ସାହରେ

ମଗ୍ନ ମାନବ ଜୀବନେ

ମୃତ୍ୟୁ କେତେବେଳେ 

ଆସି ଛୁଇଁ ଯାଏ ହସର

ଜୁଆର ଭାଙ୍ଗି ଦିଏ ମୃତ୍ୟୁ

ଶୋଇର ଛାଇ ଦିଏ

ଖେଳାଇ ନିର୍ବୋଧ ମନୁଷ୍ୟ

ମୃତ୍ୟୁ କାହିଁକି ଆସଇ ଜାଣି

ପାରେନା ଲୁହର ସାଗର

ଡେଉରେ ମୃତ୍ୟୁର 

ତାଣ୍ଡବଲୀଳା ରଚି 

ଭାଙ୍ଗି ଦିଏ ସବୁ ସ୍ବପ୍ନ

ଏକୁଟିଆ କରିଦିଏ

ମନ ପ୍ରାଣ ଯନ୍ତ୍ରଣା କରେ

ଅଥୟ ଭାଙ୍ଗି ଦିଏ

ଜୀବନର ମୂଲ୍ୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational