STORYMIRROR

ରୀକ୍ଷିରାମ ମେହେର

Romance Inspirational Others

3  

ରୀକ୍ଷିରାମ ମେହେର

Romance Inspirational Others

ତୁମେ ଗଲା ପରେ

ତୁମେ ଗଲା ପରେ

1 min
228


ତୁମେ ଗଲା ପରେ ମୋ ମନ

            ନିର ଝରଣା ଝରାଏ ମୋ ଆଖି,

ପ୍ରଥମ ଦେଖାରେ କରିଲି ନିଜର

          ତୁମକୁ ମନ ହୃଦୟ ସୁନା ଚଢେଇ,

ନୀତି ଝୁରେ ତୁମକୁ ମୁ ଦିନ ରାତି

        ପ୍ରତାରଣା କଲ ମୋତେ କ'ଣ ପାଇଁ,

ହୃଦୟ ମୋ ଯନ୍ତ୍ରଣା ହୁଏ ଆଜି

      ତୁମ କଥା ନୀତି ମନରେ ଭାବି ଭାବି,

ହୃଦୟ ଭିତରେ ଜାଗା ଦେଇଥିଲି

      କରି ମୋ ମନ ଦେଉଳର ପ୍ରାଣ ସାଥି ,

ଅଧା ରାସ୍ତା ରେ ଛାଡି ଚାଲିଗଲ

       ହୃଦୟ କୁ ମୋର ତମ ପାଦରେ ଦଳି,

କହ ପ୍ରିୟତମା ମୋ ହୃଦୟର ସାଥି

     ଭଲ ପାଇଁ କଣ ମୁ ବଡ଼ ଭୁଲ କରିଥିଲି,

ତୁମେ ଗଲାପରେ ରୁଚେନାହିଁ ମୋତେ

      ଆହାର ପାଣି ପାଟିକୁ ମୋ ଯାଏ ନାହିଁ,

ଫେରି ଆସ ପ୍ରିୟ ତୁମେ ମୋ ପାଖେ

       ଅପେକ୍ଷା କରି ବସିଛି ତୁମ ବାଟ ଚାହିଁ,


      

          

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance