Chandrakanta Nayak
Classics
ମୋ ପାପ ପୂଣ୍ୟର
ବିଚାର ତୁମର
ତୁମେ ତାରି ପାର
ମାରି ପାର ହେ
ମିଛ ଏ ମଣିଷ
ମିଛରେ ମିଛରେ
କେତେ ଯେ କରେ
ଅବିଶ୍ଵାସ ହେ
ତୁମେ ବିଶ୍ଵାସ
ତୁମେ ନିଶ୍ବାସ
ତୁମେ ସକଳ ଭରଷା
ଉଶ୍ବାସ .ହେ !
ତୁମେ ମୋର ଏକାନ...
ସୁଦୟା ମାଗେ
ତବ ନାମେ ଜଗନ୍ନ...
ତୁମେ ଯଦି କେବେ...
ବିବର୍ଣ୍ଣ ପୃଥି...
କିଛି ନାହିଁ ଅନ...
ମଙ୍ଗଳମୟ ହେ
ତୁମେ ମୋ ଭାବନା
ଜଗତରେ ତୁମ ନାମ...
ତୁମର ବିକଳ୍ପ ନ...
ଆମ ମାଆ ଆମ ମାଆ
" ଆଞ୍ଜୁଳାଏ ଜୀବନ " ଆଞ୍ଜୁଳାଏ ଜୀବନ
ଅହିଂସା ଅସ୍ତ୍ର ବଳ ଧରି ସ୍ଵାଧୀନ ଦେଶ ଦେଲ କରି । ତିନି ମାଙ୍କଡ଼ ତୁମ ଦାନ ଅହିଂସା ଅସ୍ତ୍ର ବଳ ଧରି ସ୍ଵାଧୀନ ଦେଶ ଦେଲ କରି । ତିନି ମାଙ୍କଡ଼ ତୁମ ଦାନ
ଶକତି ସ୍ୱରୂପା ଶକତି ସ୍ୱରୂପା
ଶକ୍ତି ସ୍ଵରପା ମାତଃ ଦୁର୍ଗେ ଶକ୍ତି ସ୍ଵରପା ମାତଃ ଦୁର୍ଗେ
କାଶତଣ୍ଡୀ ହସେ ପ୍ରକୃତି କୋଳରେ କାଶତଣ୍ଡୀ ହସେ ପ୍ରକୃତି କୋଳରେ
ପ୍ରାର୍ଥନା ପ୍ରାର୍ଥନା
ନବରାତ୍ରୀ ନବରାତ୍ରୀ
ଶକ୍ତି ସ୍ବରୂପା ଶକ୍ତି ସ୍ବରୂପା
ଦଶହରା ଦଶହରା
ବିଜୟା ଦଶମୀ ବିଜୟା ଦଶମୀ
ହେ ଦୁର୍ଗା ମାତେ! ତୁମେ ଅଯୋନି ସମ୍ଭୁତା ଅପାର୍ଣ୍ଣା କଲ୍ୟାଣ କର ଆମକୁ ହେ ସନ୍ତାନ ବତ୍ସଳା ହେ ଦୁର୍ଗା ମାତେ! ତୁମେ ଅଯୋନି ସମ୍ଭୁତା ଅପାର୍ଣ୍ଣା କଲ୍ୟାଣ କର ଆମକୁ ହେ ସନ୍ତାନ ବତ୍ସଳା
ତ୍ରିଭୁବନ ମାଆ ଯେବେ କମ୍ପୁଥିଲା ତ୍ରାହି ମା ତ୍ରାହି ନାଦରେ ଅବତରିଲୁ ମା ହାତେ ଧରି ଖଡ୍ଗ ... ତ୍ରିଭୁବନ ମାଆ ଯେବେ କମ୍ପୁଥିଲା ତ୍ରାହି ମା ତ୍ରାହି ନାଦରେ ଅବତରିଲୁ ମା ...
ମହା ନବମୀ ତିଥିରେ ହୁଏ ଛତ୍ରଯାତ୍ରା ଘଣ୍ଟା ଘୁମୁରା ନିଶାନ ମହା ନବମୀ ତିଥିରେ ହୁଏ ଛତ୍ରଯାତ୍ରା ଘଣ୍ଟା ଘୁମୁରା ନିଶାନ
ଆଶ୍ଵିନରେ ପଡ଼ିଆରୁ କ୍ଷେତ ସବୁ ଆଡେ ଦିଶେ ସବୁଜ ମାତା ଅନ୍ନପୂର୍ଣ୍ଣା ଦୂର କରିବାକୁ ଆଶ୍ଵିନରେ ପଡ଼ିଆରୁ କ୍ଷେତ ସବୁ ଆଡେ ଦିଶେ ସବୁଜ ମାତା ଅନ୍ନପୂର୍ଣ୍ଣା ଦୂର କରିବାକୁ
ମାଆ ତୋର ପାର୍ବଣେ...।୦। ମାଆ ତୁହି ମମତାର ସିନ୍ଧୁ ତୋ କରୁଣାର ମୁଁ ଏକ ବିନ୍ଦୁ, ଜଗତକୁ ତୋ ପଣତେ ... ମାଆ ତୋର ପାର୍ବଣେ...।୦। ମାଆ ତୁହି ମମତାର ସିନ୍ଧୁ ତୋ କରୁଣାର ମୁଁ ଏକ ବିନ୍ଦ...
କେତେକେ ଫେରିବେ ଦୂର ବିଦେଶ ରୁ ନିଜ ପ୍ରିୟ ମାଆ ପାଶେ ମୋ ଗାଁ ହସିବ ସ୍ନେହରେ ... କେତେକେ ଫେରିବେ ଦୂର ବିଦେଶ ରୁ ନିଜ ପ୍ରିୟ ମାଆ ପାଶେ ମୋ ଗାଁ ହ...
ଅନ୍ଧକାର ନାଶି ଆଲୋକ ପରଷି ସୃଷ୍ଟିର ସୂଜନ ପାଇଁ। ମମତା ପଣତେ ଅନ୍ଧକାର ନାଶି ଆଲୋକ ପରଷି ସୃଷ୍ଟିର ସୂଜନ ପାଇଁ। ମମତା ପଣତେ
ସ୍ୱର୍ଣ୍ଣ ବର୍ଣ୍ଣ ଶସ୍ୟ ରାଶି ହସଇ କେଦାରେ ଜନ ମନ ପ୍ରାଣ ନାଚେ ଦିବ୍ୟ ଚେତନା ରେ । ଆନନ୍ଦ ଉଲ୍ଲାସ ସହ ପ୍ର।ଚୁର... ସ୍ୱର୍ଣ୍ଣ ବର୍ଣ୍ଣ ଶସ୍ୟ ରାଶି ହସଇ କେଦାରେ ଜନ ମନ ପ୍ରାଣ ନାଚେ ଦିବ୍ୟ ଚେତନା ରେ । ଆନନ...
ଦୁର୍ଗା ମାଆଙ୍କୁ ଦେଖି ନୀଳଜଳ ସରୋବରେ ହଂସରାଳି ଚାଲେ ପିନ୍ଧି ପାଉଁଜ ଦୁର୍ଗା ମାଆଙ୍କୁ ଦେଖି ନୀଳ ସମୁଦ୍ର ଢେ଼ଉ... ଦୁର୍ଗା ମାଆଙ୍କୁ ଦେଖି ନୀଳଜଳ ସରୋବରେ ହଂସରାଳି ଚାଲେ ପିନ୍ଧି ପାଉଁଜ ଦୁର୍ଗା ମାଆଙ୍କୁ ...