STORYMIRROR

sumita behera

Romance

3  

sumita behera

Romance

ତୁମେ ଅନନ୍ୟ

ତୁମେ ଅନନ୍ୟ

1 min
401


ଅସରନ୍ତି ବକବକକୁ ମୋର

ବରଦାସ୍ତ କରୁଥିବା ତୁମେ ।


ଶେଷହୀନ ଅଳି ଅଭିଯୋଗକୁ ମୋର

ହସି ହସି ସହି ଯାଉଥିବା ତୁମେ ।


ପ୍ରୀତିର ପରିଜାତକୁ ମୋର

ହୃଦଲଗ୍ନା କରିଥିବା ତୁମେ ।


କୋହକୁ ଚାପି ରଖି ତୁମର

ମୋ ଖୁସିରେ ସୁଖୀ ହେଉଥିବା ତୁମେ

ସତରେ ଅନନ୍ୟ

ମୋର ଚିର ନାମସ୍ୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Romance