Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Inspirational

3  

Ansuman Swain

Inspirational

ତୁମେ ଅଛ ବୋଲି ଚିନ୍ତା ନାହିଁ ମୋର

ତୁମେ ଅଛ ବୋଲି ଚିନ୍ତା ନାହିଁ ମୋର

1 min
6.9K


ତୁମେ ଅଛ ବୋଲି ଚିନ୍ତା ନାହିଁ ମୋର

ତୁମେ ମୋର ସବୁ କିଛି

ସକାଳ ଧୂପରେ ସଞ୍ଜ ସଳିତାରେ

ତୁମ ମୁଖ ଦେଖେ ନୀତି ।

ତୁମେ ମୋର ସବୁ କିଛି .............

ତୁମରି ଦର୍ଶନ ମିଳିଲା ମାତ୍ରକେ

ଶାନ୍ତି ଲାଗେ ଏହି ମନ

ତୁମେ ଅଛ ବୋଲି ଭଲରେ ଅଛି ମୁଁ

ତୁମେ ମୋର ସତ୍ୟ ପ୍ରେମ ।

ତୁମେ ମୋର ସତ୍ୟ ପ୍ରେମ...........


ଏଧରା ଧାମରେ ତୁମେ ଏକା ପ୍ରଭୁ

ତୁମେ ସତ୍ୟ ତୁମେ ସାଇ

ତୁମରି ଆସିସେ ହୋଇଅଛୁ ବଡ଼

ତୁମେ ଜଗତ ଗୋସାଇଁ ।

ଦୁଃଖର ବେଦନା ଶୁଣ ତୁମେ ନୀତି

ତୁମେତ ଦୁଃଖିଙ୍କ ଦୁଃଖୀ

ହାତ ପାତି ଦେଲେ ତୁମ କରୁଣାରେ

ଭରିଯାଏ ମନେ ଶାନ୍ତି ।

ତୁମେ ମୋର ସବୁ କିଛି.................


Rate this content
Log in

Similar oriya poem from Inspirational