STORYMIRROR

Manasmita Das

Abstract Children Stories

4  

Manasmita Das

Abstract Children Stories

ତୁମବ୍ରତ କରିବି ମୁଁ କାଲି

ତୁମବ୍ରତ କରିବି ମୁଁ କାଲି

1 min
197


ବାବା ତୁମେ ଆସିବ କି

              ମୋ ଘରକୁ ବୁଲି ।। ୧।। 

ତୁମ ବ୍ରତ କରିବି ମୁଁ

              ଗୁରୁବାର କାଲି ।। ୨।। 

ତୁମେ ଆସିବ ବୋଲି ମୁଁ

              ଯେ ଭାବୁଛି ଖାଲି ।। ୩।। 

ମୋ ଦୁଃଖ ତ ବୁଝିବାକୁ

           ବାବା ଆସିବକି ଚାଲି ।। ୪।।

ନ ଆସିଲେ  ତୁମେ ସତେ

              ମୁଁ କାନ୍ଦିବି ଖାଲି ।। ୫।। 

ତୁମ କୁ ଦେଖିଲେ ବାବା

             ଖୁସି ହେବି ବୋଲି ।। ୬।। 

ଜାଣିଛ ଯଦି ବାବା

           ନିଶ୍ଚେ  ଆସିବ ବୁଲି ।। ୭।।

ତୁମ ଦର୍ଶନ ପାଇଁ

           ମୁଁ ଦୁଃଖ ଯିବିଭୁଲି ।। ୮।। 


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract