STORYMIRROR

Reeta aparajeeta Mohanty

Tragedy

2  

Reeta aparajeeta Mohanty

Tragedy

ତୁମ ପ୍ରତାରଣା ପାଇଛି ଯେବେ ଠୁ -

ତୁମ ପ୍ରତାରଣା ପାଇଛି ଯେବେ ଠୁ -

1 min
107

ଲୁହାଭିଜl ମୋ କବିତା

କେବଳ ତୁମ ପାଇଁ

ତୁମେ କିନ୍ତୁ ପଢନା

ରାତିଯାଏ ପାହି

ଜହ୍ନ ଯାଏ ଶୋଇ

ଆକାଶ ଟା ହାଇଭାଙ୍ଗେ

ସକାଳ ହସେ ସୂର୍ଯ୍ୟ ଙ୍କ ଆଭାରେ

ମୋ ଦୁଃଖ ସେମିତି ରୁହେ

ଯେମିତି ଥିଲା

ତୁମ ଠାରୁପ୍ରତାରଣା ପାଇଲା

ପରଠlରୁ ଜଳୁଛି

ବିରହ ନିଆଁ

ମନର ଜଳିବା କାହାକୁ ଦେଖାଯାଏନି

ମୁଁ ଭିତରୁ ଅଧା ମରି ସାରିଲେଣି

ଅନାମିକା ତୁମ ବିରହରେ

ତୁମେ କିଛି ଜାଣିନ

ନା ସବୁ ଜାଣି ନ ଜାଣିବାର ତୁମ ବାହାନା

ମୋ ମନ ଏସବୁ ଜାଣେନି

ସେ ଏବେ ବି ତୁମକୁ ଭଲପାଏ

କାଲି ପରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy