STORYMIRROR

Sangita Mishra Satapathy

Children

3  

Sangita Mishra Satapathy

Children

ତୁମ ପରି ଛୋଟ ପିଲାଟିଏ

ତୁମ ପରି ଛୋଟ ପିଲାଟିଏ

1 min
126

ତୁମ ପରି ଛୋଟ ପିଲାଟିଏ 

କଟକ ସହରେ ଜନ୍ମିଥିଲା

ପିତା ଜାନକୀ ପ୍ରଭାବତୀ ମା'

କୋଳ ମଣ୍ଡନ ସେ କରିଥିଲା।୧୲


ଦୁଃଖି ପାଇଁ ପ୍ରାଣ କାନ୍ଦୁଥିଲା

ସେବା କାମ ସିଏ କରୁଥିଲା

ଆଜାଦ୍ ହିନ୍ଦଫୌଜ ଗଢିଥିଲା

ରକ୍ତ ବଦଳେ ଦେବ ସ୍ୱାଧୀନତା 

ଏଇ ନାରା ସେତ ଦେଇଥିଲା୨॥


"ଦିଲ୍ଲୀ ଚଲୋ"ଡାକ ଦେଇଥିଲା

ସାହସ ତ୍ୟାଗ ପରାକ୍ରମ ପାଶେ

ବିଦେଶୀ ଯେ ମଥା ନୋଇଁଥିଲା

ସୁଭାଷରୁ ନେତାଜୀ ବୋଲାଇ 

ଦେଶ ଜାତି ଯଶ ରଖିଗଲା।୩॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children