STORYMIRROR

Akshayakumar Dash

Abstract

2  

Akshayakumar Dash

Abstract

ଟୁଇଁ ଟୁଅଁ।

ଟୁଇଁ ଟୁଅଁ।

1 min
317

ଟୁଆ କହିଥିଲା ଟୁଇକୁ

କହିବା,ଲେଖିବା,ପଢିବା ଓଡ଼ିଆ

ଶରଧା ରଖିବା ଭୁଇଁକୁ

ଟୁଇଁ କହିଥିଲା ଟୁଆରେ

ଓଡ଼ିଶାରେ କେତେ ଛୁଆରେ

ପାଠପଢି ଦେଶବିଦେଶ ଗଲେଣି

ହାତ ନପାତି କା ଦୁଆରେ

ଟୁଅଁ। କହେ ଶୁଣ ଟୁଇଲୋ

ଅନା ଏରାଇଜ ଭୁଇଁଲୋ

ସୁନା ସଂଗେ ତୁଲ ଏମାଟିର ମୂଲ

ନଥିବ ଅଭାବ ଛୁଇଁଲୋ

ଟୁଇଁ କହେ ଆମ ପରବ

ପତିତପାବନ ଗରବ

ହସିହସାଇବା ସୁଖରେ ରହିବା

ମଙ୍ଗଳ କରିବା ସରବ

ଟୁଅଁ।କହେ ଟୁଇଁ ଅମେରେ

କଳିଙ୍ଗ ବାସୀକଂ ନାମରେ

କଳା,କାରୀଗର,ବିରବି ବେପାରୀ

ସବୁଥିରେ ଥିଲୁ ଆଗରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract