STORYMIRROR

Ajay kumar Behera

Abstract

3  

Ajay kumar Behera

Abstract

"ଟିକି ତାରା"

"ଟିକି ତାରା"

1 min
361

ଆମେ ସବୁ ଟିକି ତାରା

ସୁବାସିତ କରି ଧରା

ବାଣ୍ଟି ଦେବା ବାସ ପରା


ନିଜ ଲୋକ ହେବେ ଖୁସି

ଆମ ଠାରୁ ସତେ ବେଶି

କରିବେ ସେ ଗେଲ ଆସି


ଖୁସି ହେବ ମନ ଆମ

ରହିବଟି ତାଙ୍କ ନାମ

ପାଇଁ ସତେ ଆମ କାମ


ମନ ଆମ ନାଚିବ ରେ

ଖୁସି ମନେ ଗାଇବ ରେ

ସତେ କେଡ଼େ ଆନନ୍ଦରେ



Rate this content
Log in

Similar oriya poem from Abstract