Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Drama Fantasy Inspirational

3  

Akshayakumar Dash

Drama Fantasy Inspirational

ଟୀକା

ଟୀକା

1 min
245


ଟୁନା ଛୋଟ ପିଲାଟି

ମୁଖେ ପିନ୍ଧି ତୁଣ୍ଡି ନୀତି

ଘରେ ରହୁ ଥିଲାଟି ।

ଖେଳେ ଘରେ କଣ୍ଢେଇ

ମାସ ଟିଏ ଆଣି ଦିଏ

କଣ୍ଡେଇକୁ ପିନ୍ଧେଇ ।

କହୁଥିଲା ଶୁଣରେ

କୋଭାକ୍ସିଂଟୀକା ନେବ

 କରୋନାକୁ ଗୁଣରେ ।

 ଛାଡି ଏକା ରହିବ

ବାହାରକୁ ଗଲେ ଫେରି

ହାତ ସଫା କରିବ ।

ନାକ ଆଖି ପାଟିରେ

ହାତ ସଫା କରୁଥିବ

କାମ କଲେ ମାଟିରେ ।

ଇଂଜେକସନ ସିରିଞ୍ଚି

ଆଣି ଫୋଦିଦିଏ ହାତେ

କଣ୍ଢେଇକୁଂ ଖେଞ୍ଚିଟି ।

କହେ ମୁହିଁ ଡାକ୍ତର

ରୋଗ ପ୍ରତିଷେଧ ଶକ୍ତି

ବଢିଯିବ ଏଥର ।



Rate this content
Log in

Similar oriya poem from Drama