Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Akshayakumar Dash

Drama Fantasy Inspirational


3  

Akshayakumar Dash

Drama Fantasy Inspirational


ଟୀକା

ଟୀକା

1 min 223 1 min 223

ଟୁନା ଛୋଟ ପିଲାଟି

ମୁଖେ ପିନ୍ଧି ତୁଣ୍ଡି ନୀତି

ଘରେ ରହୁ ଥିଲାଟି ।

ଖେଳେ ଘରେ କଣ୍ଢେଇ

ମାସ ଟିଏ ଆଣି ଦିଏ

କଣ୍ଡେଇକୁ ପିନ୍ଧେଇ ।

କହୁଥିଲା ଶୁଣରେ

କୋଭାକ୍ସିଂଟୀକା ନେବ

 କରୋନାକୁ ଗୁଣରେ ।

 ଛାଡି ଏକା ରହିବ

ବାହାରକୁ ଗଲେ ଫେରି

ହାତ ସଫା କରିବ ।

ନାକ ଆଖି ପାଟିରେ

ହାତ ସଫା କରୁଥିବ

କାମ କଲେ ମାଟିରେ ।

ଇଂଜେକସନ ସିରିଞ୍ଚି

ଆଣି ଫୋଦିଦିଏ ହାତେ

କଣ୍ଢେଇକୁଂ ଖେଞ୍ଚିଟି ।

କହେ ମୁହିଁ ଡାକ୍ତର

ରୋଗ ପ୍ରତିଷେଧ ଶକ୍ତି

ବଢିଯିବ ଏଥର ।



Rate this content
Log in

More oriya poem from Akshayakumar Dash

Similar oriya poem from Drama