STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ଠିକଣା

ଠିକଣା

1 min
210

ଘୁର୍ଣ୍ଣିବାତ୍ୟା ଭଳି

ଭୟଙ୍କର ଲାଗେ ଜୀବନଟା

ବିନା ସହଚର୍ଯ୍ୟରେ

କାହିଁକିନା ଶୁଣିଥିଲି

ଜୀବନଟା ସୁନ୍ଦର ବୋଲି

କିନ୍ତୁ ଏବେ ବଂଚିବାକୁ

ଭୟଲାଗେ

ମରିବାଠୁ କଦର୍ଯ୍ୟ

ପ୍ରଶ୍ନବାଚୀ ଜୀବନଟା

ରାହା ଖୋଜେ ବଞ୍ଚିବାର

ଘୁରିବୁଲେ ଖୋଜିବାକୁ

ଲକ୍ଷସ୍ଥଳୀ

ପକ୍ଷୀଟିଏ ଭଳି

ନୀଡ ସିନା

ଭାଙ୍ଗି ଯାଏ

କିନ୍ତୁ ସେ

ଖୋଜି ଥାଏ

ପ୍ରତିଟି

ମୁହୂର୍ତ୍ତ

ଠିକଣା ତାର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Inspirational