STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ଠିକଣା

ଠିକଣା

1 min
200

ମୁଁ ନଈଟିଏ ବାଟବଣା 

ଠିକଣା ମତେ ଅଜଣା 

ଅଜ୍ଞାତ ହୁଏ ଏବେ ମତେ 

ମୋର ଠିକଣା 

ହଜି ଯାଏ ମଜି ଯାଏ 

ଭାବନା ର 

ସାଗର ତଟରେ 

ପାଏନା ଠିକଣା 

ଠିକଣା ଖୋଜେ ଯେବେ 

ପାଏ ସିନା ଠିକଣା 

ଅସ୍ତିତ୍ୱ ଖୋଜେ 

ଖୋଜେ ସତା 

ସ୍ଥିତି କୁଳ କିନାରା 

ଖୋଜେ ଈଶ୍ୱର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଗହଣା

ଗହଣା

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract