STORYMIRROR

Liza Senapati

Romance

3  

Liza Senapati

Romance

ତତେ

ତତେ

1 min
192

ଯେବେଠୁ ଦେଖିଚି ତତେ,

ଖୋଜୁଚି ନିଜକୁ,

ହଜେଇ ଦେଇଚି କୋଉଠି ସତେ,

ନିଜର ଲାଗୁଚି ଏ ଜହ୍ନ ରାତି,

ସତେ ତୋ ପ୍ରେମର ସ୍ମୃତି ରଖିଚି ସାଇତି

ଚେହେରା ଭିଡରେ ବି ତୋର,

ନିରଳାରେବି ତୋର ମାରୁଚି ମତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Romance