STORYMIRROR

Sunanda Mohanty

Inspirational Others

3  

Sunanda Mohanty

Inspirational Others

ତରୁଣ

ତରୁଣ

1 min
168

ସକାଳର ବାଳ ସୁର୍ଯ୍ୟ ଯେମିତି ଅରୁଣ 

ଜୀବନର ତୃତୀୟ ସୋପାନ ତରୁଣ 

ବଳ ବୁଦ୍ଧି ବିଦ୍ୟା ଶକ୍ତି ସୌର୍ଯ୍ୟ ଆଭରଣ 

ସତ ପଥେ ନିଏ ଯଦି ପ୍ରଦତ୍ତ ଆଭୂଷଣ 

ସମାଜ ଓ ଦେଶ ର ହେବ ସାଙ୍ଗଠିକରଣ 

ଅବାଟ କୁ ଛାଡି ସ୍ୱଚ୍ଛ ମନ ହୃଦୟ ବିକିରଣ 

ଶାଶ୍ୱତ ନିର୍ମଳ ବିଶୁଦ୍ଧ ନିଶ୍ଚେ ବାତାବରଣ 

ଉଠ ତରୁଣ ଜୟୀ କରି ମରଣ ଜନ୍ମ କର ସକାରଣ 

ଇତିହାସେ ଲେଖିଯାଆ କର୍ତ୍ତବ୍ୟ ଦାୟିତ୍ୱ ସ୍ପଷ୍ଟ ଚିତ୍ରଣ 

କାଳଜୟୀ ସ୍ଲୋଗାନ ରେ ସମୃଦ୍ଧ ବିଶ୍ୱକଲ୍ୟାଣ l



Rate this content
Log in

Similar oriya poem from Inspirational