STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ତ୍ରିପୁରାସୁନ୍ଦରୀ

ତ୍ରିପୁରାସୁନ୍ଦରୀ

1 min
193


ଅଙ୍କା ବଙ୍କା ନଦୀ ବେଣୀ

ରାତ୍ରୀର ଚନ୍ଦ୍ରମା ମୁଖ

କପାଳରେ ସିମନ୍ତିନୀ ସୂର୍ଯ୍ୟ

ନୀଳ ଅମ୍ବର ଶାଢ଼ୀ 

ରୁପ୍ୟ ତାରା ଖଚିତ ଅଂଚଲ

 ପର୍ବତ ଶିଖର ଉରଜ

ମନ୍ଦାକିନୀ ନିର୍ଝର ସ୍ପିତହାସ୍ୟମୟୀ

ସ୍ନେହ ପ୍ରେମ କରୁଣ ଦୟା କ୍ଷମା

ବିଧ୍ୟା ସୃଷ୍ଟି ସୃଜନର ଅଷ୍ଟଭୂଜା ।

ସ୍ୱର୍ଗଲୋକର ର ଦେବୀ

ମର୍ତ୍ୟଲୋକରେ ନାରୀ

ସୌନ୍ଦଯ୍ୟ କୁ ଉପଭୋଗ କରି

ରମଣୀ ବା ବାମା କହି

ପୁରୁଷର କମାଗ୍ନି ପାଇଁ ।

ଭଲପାଇ ନାରୀର ସୃଷ୍ଟିକୁ 

ଦେବୀ ରୂପେ ପୂଜା ବିଧି

ପ୍ରକୃତିକୁ ସମ୍ମାନ ଦେବା

ମାଆର ମର୍ଯ୍ୟାଦା ଦେବା

 କିନ୍ତୁ ପସନ୍ଦ ନାରୀକୁ

କାର କୂଳବଧୁ

କମାଗ୍ନି ନିହିତ

ପୁତ୍ରର୍ଥେ କ୍ରିୟତେ ଭାର୍ଯ୍ୟା

ସୃଷ୍ଟି କୁ ଭଲପାଉଛେତ

ମୂଳରେ ଜଳ ଢାଳୁଛେ

ପସନ୍ଦ କରୁଛେତ 

ତୋଳି ନେଉଛେ

ସେ,ବି' ପାତାଳ ର ନାଗୁଣୀବି

ମହିଷାସୁର ମର୍ଦ୍ଦିନୀ

ତ୍ରିପୁରାସୁନ୍ଦରୀ

କାମନା ରେ ଚଣ୍ଡୀ

ଅବାହନୀ ଦୁର୍ଗତିନାସିନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational