STORYMIRROR

Sasmita Patanaik

Romance

3  

Sasmita Patanaik

Romance

ତୋ ପ୍ରେମର ନିଆଁ

ତୋ ପ୍ରେମର ନିଆଁ

1 min
346

ଅମାପ ବର୍ଷାର ସ୍ରୋତ

କରି ପାରୁ ନ ଥିଲା ମନକୁ ଥଣ୍ଡା ।।


ତୋ ପ୍ରେମର ନିଆଁ

ହୃଦୟରେ ଜଳୁଥିଲା ଖାଲି ତୁହାକୁ ତୁହା ।।


ନୀଳ ଶାଢ଼ୀରେ ସେଇ ଧଳା ଫୁଲଟା

ବର୍ଷାରେ ଭିଜି ଜହ୍ନ ଭଳି ଫୁଟି ଉଠିଥିଲା ।।


ବେଦନାର ଅଶ୍ରୁ ବର୍ଷା ସହ ମିଶିଯାଇଥିଲା

ତୋତେ ପାଖରେ ପାଇବାର ଇଛା ପୁଣି ବଢିଗଲା ।।


କେତେ ବର୍ଷା କେତେ ଋତୁ ବିତି ଯାଇଥିଲା

ହେଲେ ତୋ ପ୍ରେମର ନିଆଁ ଏବେ ବି ଜଳୁଥିଲା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance