STORYMIRROR

Prabhati Mahapatra

Romance Tragedy Others

3  

Prabhati Mahapatra

Romance Tragedy Others

ତୋ ପାଇଁ ଝୁରେ

ତୋ ପାଇଁ ଝୁରେ

1 min
245

ଗରମଟା ଆଜି ଦେହକୁ ବାଧୁନି

ତୋ କଥା ବାଧୁଛି ଯେତେ

କେବେ ତୁ ଗୁମାନ ଭାଙ୍ଗିବୁ ଲୋ ଗୋରୀ

ପ୍ରେମଟିକେ ଦେବୁ ମୋତେ ।

ଲସି ସରବତ ଥଣ୍ଡା କରୁ ନାହିଁ

ଲାଗିଛି ବିଛେଦ ନିଆଁ

ଲିଭାଇ ପାରୁନି ମେ ମାସ ମେଘ

ଆସୁଛି ତୁଛାକୁ କିଆଁ ।



Rate this content
Log in

Similar oriya poem from Romance