STORYMIRROR

Bela Bhumi

Romance

4  

Bela Bhumi

Romance

ତୋ ପାଇଁ ଆଜି ମୁଁ

ତୋ ପାଇଁ ଆଜି ମୁଁ

1 min
326

ତୋ ପାଇଁ ଆଜି ମୁଁ ବେଳାଭୂମି ମୋର 

ଭାବନା ସାଗର କୂଳେ

ତୋ ପାଇଁ ଆଜି ମୁଁ ଗଙ୍ଗଶିଉଳିଟେ

ନିତି ଫୁଟେ ସଞ୍ଜ ବେଳେ,

କେବେ ଢେଉଗଣି ରାତି ବିତେ ସେଇ 

ବେଳା ବତୀଘର ତଳେ

ଅବା ଫୁଟି ପୁଣି ଝରି ପଡି ଯାଏ

ଜହ୍ନ ବୁଡି ଗଲା ବେଳେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance