Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Brundabana Pradhan

Romance

3  

Brundabana Pradhan

Romance

ତୋ ହାତଲେଖା

ତୋ ହାତଲେଖା

1 min
160


ତୋ ହାତଲେଖା ଚିଠି 

ବି ଲାଗେ ମତେ କବିତା ପରି 

ସେ କବିତାର ଛନ୍ଦରେ ଭରିଥାଏ 

ତୋ ସହ ମୋ ସମ୍ପର୍କ ଡୋରି ।

ସବୁବେଳେ ଚାହିଁ ବସିଥାଏ 

ତୋ ହାତଲେଖା ଚିଠିକୁ 

ନିମିଷକେ ପଢିଦିଏ 

ସେ ଅତୀତ ସ୍ମୃତିକୁ ।

ଆଜି ବି ରଖିଛି ସାଇତି 

ସେ ହାତଲେଖା ଚିଠି 

ପଢିଦେଲେ ମନେପଡେ 

ସେ ଅଭୁଲା ସ୍ମୃତି ।



Rate this content
Log in

Similar oriya poem from Romance