STORYMIRROR

Pramila Sahoo

Abstract Tragedy

1  

Pramila Sahoo

Abstract Tragedy

ତୋ ବିନା ଭଲ ଲାଗେନା

ତୋ ବିନା ଭଲ ଲାଗେନା

1 min
2.4K


ତୋ ବିନା ସାଥି

କିଛି ଭଲ ଲାଗେନି

ସବୁ ଥାଇ ଆଜି

ଲାଗେ ଖାଲି ଖୋଲି

ଏମିତି ଭଲପାଇବା

ଦେଲୁ ଶିଖେଇ

ଭୁଲିବାକୁ ଚାହିଁଲେ

ଭୁଲି ତ ପାରୁନାହିଁ

ତୋ ବିଶ୍ୱାସ ଭରସାରେ

ଚାଲିଗଲି କିଛି ପଥ

ଏବେ ବୁଝୁଛି

ସେ ଥିଲା ମୋ ପାଇଁ

ଛଳନାର ଦିଗ.. ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract