ତମହେଁ ବଡା ଠକ୍ସ
ତମହେଁ ବଡା ଠକ୍ସ
ତମର୍ କଥାନୁ
ଭାବିଥିଲିଂ ତମେ ବିଶ୍ବାସୀ,
ଭାବବାର୍ ଭିତରେ
ଦିନ୍ ବେଲେ ଦେଖେଇ ଦେଲ
ଅବିଶାସର୍ ବଏଠି ।
ହୁରୁଦ୍ ଭିତରର୍ କଥାକେ
ବୁଝି ପାରସ ଭାବଲି
ତେହିଁର୍ ଲାଗେ ଆଏଜ୍
ଆଣ୍ଠେ ପନି ଡୁବଲି
ଯେତକି ନିଜର୍ ଭାବଲି
ହେତକର୍ ହିନିସ୍ତା ହେଲିଁ ।
କହେଲାର୍ କଥା
ଜୁନହା ପଡଲାନେ
ସରି ଆସଲାନେ ସମିଆ
ନାଇ ଜାନି ପାର୍ଲି
କେନଥି ରହିଗଲା ମୋର୍ କମି,
ହେତିର ଲାଗେ ତ
ଆଏଜା ତମେ ବିଶକରମା
ଆର୍ ମୁଇ କୁଡ଼ସି ଜମି ।
କର୍ମା କର୍ମା ବଲିଁ ସରେଇଦେଲ
ତମହେଁ ଗଢୁଥିବାର୍ ଦେଉଲର୍ ଚୂଲି
ଗାଆଁର୍ ଗଅଁଟିଆ ଗୁସିଆଁ ରଜା
ମତେ ନାଇ କରଲ ଘାଏ ସୋର୍
ଆର୍ ତମହେଁ ପାର୍ ହିଗଲ ସମୂଦର୍
ମୁଇ ନି ଡେଗି ପାରଲି ଜୋର୍ ।
ହେତଉଛେଁ ମୁଇ ଜୁନହା କଥାକେ
ମନ୍ ଛାଡିକରି ମହକ୍ ଦେଖସ
ତମହେଁ ବଡା ଠକ୍ସ
ହଏ ଗୋ ତମେ ବଡା ଠକ୍ ସ ।
