STORYMIRROR

ARCHANA JENA

Romance

2  

ARCHANA JENA

Romance

ତମେ

ତମେ

1 min
163

ତମେ ତମେ ବୋଲି ଡାକେ ମୁଁ ତମକୁ

ତମର ସେ ପ୍ରୀତି ପାଇଁ କି,

ତମେ ତ ସର୍ବଦା କର୍ମରେ ନିପୁଣ

କର୍ମ ତମ ପାଇଁ ପ୍ରାଣ କି,

ତମକୁ ଯେବେ ମୁଁ ତମେ ବୋଲି କୁହେ

ଲାଗ ତୁମେ ଅତି ଆପଣାର,

ତମର ସେ ନରମ କଥାରେ

ନରମି ଯାଏ ମୋ ମନ,

ତମର ସେ କଟୁ କଥା ପାଇଁ

କରିବି କି ଅଭିମାନ,

ଜୀବନକୁ ମୋର ତୁମରି ଠାରେ

ଦେଇ ଅଛି ସର୍ମପଣ,

ତମେ ତ ମୋର ମନର ଦେବତା

ଇହ ପରକାଳର,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance