STORYMIRROR

ARCHANA JENA

Romance Inspirational Others

3  

ARCHANA JENA

Romance Inspirational Others

ମାଆ

ମାଆ

1 min
289

ମାଆର ମମତା ମମତାରେ ସେହ୍ନ,

ସରଗରୁ ବଲିନାହିଁ।


ତାରି ପରସ ସେହ୍ନ ର ଆଶିଷ,

ଜଗତରେ ଜନ୍ମ ମୁହିଁ।


ପଣତ ତାର ପତିତପାବନ ବାନା,

ଉଡେ ଫର ଫର ହୋଇ।


ମାଆ ଠାରୁ ବଡ ଜଗତରେ ବଡ,

ଏ ସଂସାରରେ କେହି ନାହିଁ।


ମାର ସେହ୍ନ ସେହ୍ନର ପସରା,

ପସରାକୁ ମୁଁ କରେ ଆସରା।


ମୋ ମାଁର ପରଶ ସାତ ସମୁଦ୍ର ସ୍ରୋତ,

ସେହ୍ନ ତାର ଗଣ୍ଠିଧନ,

ମାକୁ ମୁଁ କରେ ସତ ନମସ୍କାର।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Romance