STORYMIRROR

ARCHANA JENA

Romance

3  

ARCHANA JENA

Romance

ସମ୍ପର୍କର ନଦୀ ତୀରେ

ସମ୍ପର୍କର ନଦୀ ତୀରେ

1 min
231

ମୁଁ ବସିଥିବି ତମେ ବସିଥିବା,

ଭାବନାର ନଦୀତୀରେ,

 ଦୁହେଁ ହସୁଥିବା ଦୁହେଁ ଭିଜୁଥିବା,

 ଆପଣା ରାଇଜରେ,

ସ୍ମୃତି ରାଇଜରେ ଘୁରିବୁଲୁଥିବା,

ହାତକୁ ହାତ ଛନ୍ଦି,

କଥା ଦେଇଦେବ ଆରଜନମ ପାଇଁ ବନ୍ଦୀ,

ଜହ୍ନ ମାମୁ ଦେଖି ଥଟ୍ଟା ମଜା କେତେ କରେ,

ବେଲଜ୍ଜ୍ୟା କହି କି ଆଖି

ତୀର ମାରିଦିଏ,

ତାରାମାନେ ସତେ ଦେଖିବା ପାଇଁକି,

ଠାରା ଠାରି କେତେ ହୁଅନ୍ତି,

ଲାଜରେ ଲାଜେଇ ନିଜକୁ ହଜେଇ ହଜିଯାଏ ତମ ଠାରେ,

ଏଇ ସ୍ମୃତିତକ ସାଇତି ରଖିଛି ଆଜିଯାଏ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance